ଭାଙ୍ଗିଗଲା ସୂର୍ଯ୍ୟର ଏକ ଅଂଶ : ବୈଜ୍ଞାନିକ ଆଶ୍ଚର୍ଯ୍ୟ

ନ୍ୟୁୟର୍କ : ଅନେକ ସମୟରେ ମହାକାଶରେ ଏଭଳି ଘଟଣା ଦେଖିବାକୁ ମିଳେ ଯାହା ପୂର୍ବରୁ କେବେ ଦେଖାଯାଇନଥାଏ। ଏପରି ଅଭୁତପୂର୍ବ ଘଟଣା ବୈଜ୍ଞାନିକମାନଙ୍କୁ ବି ଚକିତ କରିଦିଏ। ଏପରି ଏକ ଅତି ବିରଳ ଘଟଣା ଘଟିଛି ସୂର୍ଯ୍ୟପୃଷ୍ଠରେ। ନିକଟରେ ସୂର୍ଯ୍ୟର ଉତ୍ତର ମେରୁର ଏକ ଜ୍ୱଳନ୍ତ ପ୍ଲାଜମା ଅଂଶ ବାହାରି ଯାଇ ଏକ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଥିଲା ଓ ପ୍ରାୟ ୮ ଘଣ୍ଟା ପରେ ଏହା ପୁଣି ସୂର୍ଯ୍ୟପୃଷ୍ଠରେ ମିଳେଇଯାଇଥିଲା।ଜେମ୍ସ … Continue reading ଭାଙ୍ଗିଗଲା ସୂର୍ଯ୍ୟର ଏକ ଅଂଶ : ବୈଜ୍ଞାନିକ ଆଶ୍ଚର୍ଯ୍ୟ